Jump to content

ଦଖଲ ଦେବା

ଉଇକିଅଭିଧାନ‌ରୁ

ଦଖଲ ଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦଖଲ ଦିଆଇବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]

(କଚିରିଆ କୌଣସି ବ୍ୟକ୍ତିକୁ କୌଣସି ସମ୍ପତ୍ତିରେ ପ୍ରଥମେ ଦଖଲକାର କରାଇବା — To give possession; to deliver possession; to admit a person into possession.