ଦଗ୍ଧ

ଉଇକିଅଭିଧାନ‌ରୁ

ଦଗ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଗ୍ଧା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଦହ୍ ଧାତୁ=ପୋଡ଼ିବା+କର୍ମ. ତ)[ସମ୍ପାଦନା]

୧. ପୋଡ଼ା — ୧. Burnt.
୨. ଭସ୍ମୀଭୂତ —୨. Reduced to ashes.
୩. ମରିଝାଉଁଳି ପଡ଼ିଥିବା —୩. Withered.
୪. (କର୍ତ୍ତୃ. ତ) ସନ୍ତପ —୪. Afficted.

ମହା ଆକୁଳେ ନିତି ଦଗ୍ଧ ହୋଇ—ଭଞ୍ଜ. ପ୍ରେମସୁଧାନିଧି

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଦଗ୍ଧ (ଦେଖ) - —Dagadha (See)