ଦଗ୍ଧ
ଦେଖଣା
ଦଗ୍ଧ
ଉଚ୍ଚାରଣ
[ସମ୍ପାଦନା](ଦଗ୍ଧା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦହ୍ ଧାତୁ=ପୋଡ଼ିବା+କର୍ମ. ତ)
[ସମ୍ପାଦନା]- ୧. ପୋଡ଼ା — ୧. Burnt.
- ୨. ଭସ୍ମୀଭୂତ —୨. Reduced to ashes.
- ୩. ମରିଝାଉଁଳି ପଡ଼ିଥିବା —୩. Withered.
- ୪. (କର୍ତ୍ତୃ. ତ) ସନ୍ତପ —୪. Afficted.
ମହା ଆକୁଳେ ନିତି ଦଗ୍ଧ ହୋଇ—ଭଞ୍ଜ. ପ୍ରେମସୁଧାନିଧି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଗ୍ଧ (ଦେଖ) - —Dagadha (See)