ଦଣ୍ଡପାଟ

ଉଇକିଅଭିଧାନ‌ରୁ

ଦଣ୍ଡପାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରାଜ୍ୟର ଅଂଶବିଶେଷ; ଜିଲ୍ଲା ବା ସବ୍ଡ଼ିଭିଜନ୍; ଓଡ଼ିଶାର ପୂର୍ବକାଳର ଶାସନ ବିଭାଗ— ବିଶେଷ —A kind of an administrative division or circle in ancient Orissa.


[ ଦ୍ର—ହିନ୍ଦୁ ରାଜାମାନଙ୍କ ରାଜତ୍ୱକାଳରେ ପ୍ରାଚୀନ ଉତ୍କଳ କେତେଗୁଡ଼ିଏ ବଡ଼ ବଡ଼ ରାଜସ୍ୱ ବା ଶାସନ ବିଭାଗରେ ବିଭକ୍ତ ହୋଇଥିଲା ପ୍ରତ୍ୟେକର ନାମ ଦଣ୍ଡପାଟ ଦଣ୍ଡପାଟ କେତେଗୁଡ଼ିଏ ପ୍ରଗନ୍ନାର ସମଷ୍ଟି ଏହା ଆଧୁନିକ ସବ୍ଡ଼ିଭିଜନ୍]

୨. ତନ୍ତିଜାତିବିଶେଷ —୨. Name of a caste of weavers (Howells).

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ପ୍ରଧାନ ସେନାପତି — ୩. Commander-in-chief.