ଦଣ୍ଡବତ କରିବା

ଉଇକିଅଭିଧାନ‌ରୁ

ଦଣ୍ଡବତ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଣ୍ଡବତ ହେବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ସାଷ୍ଟାଙ୍ଗ ପ୍ରଣାମ କରିବା — ୧. To make obeisance by falling down prostrate at one's feet.

ସତ୍ୱରେ ଦଣ୍ଡବତ କଲେ ପ୍ରପନ୍ନ ରକ୍ଷଣ ବୋଇଲେ ଜଗନ୍ନାଥ, ଭାଗବତ

୨. ନମସ୍କାର କରିବା —୨. To make obeisance.

[ ଦ୍ର—ଦଣ୍ଡବତ କରିବାର ଅର୍ଥ ସାଷ୍ଟାଙ୍ଗ ପ୍ରଣିପାତ ହେବା; କିନ୍ତୁ ସାଧାରଣତଃ ଶୂଦ୍ରମାନେ ବ୍ରାହ୍ମଣଙ୍କୁ ଭେଟିଲେ ହାତଯୋଡ଼ି ମୁଣ୍ଡକୁ ନୂଆଇଁ ପ୍ରଣାମ କରନ୍ତି ଭୂମିରେ ଦଣ୍ଡପରି ଶୋଇପଡ଼ି ପ୍ରଣିପାତ କରନ୍ତି ନାହିଁ; ଅଥଚ ମୂହଁରେ ଦଣ୍ଡବତ୍ ବା ଦଣ୍ତବତ ଶବ୍ଦ ଉଚ୍ଚାରଣ କରୁଥାଆନ୍ତି


ଯାହାକୁ ଭୟ କରାଯାଏ ଓ ଯାହାଠାରୁ ଦୂରରେ ରହିବାକୁ ଇଚ୍ଛା ହୁଏ, କଥାରେ ବ୍ୟଙ୍ଗ ଛଳରେ 'ତାକୁ ଦଣ୍ଡବତ କରୁଛି' ବୋଲି ଲୋକେ କହିଥାଆନ୍ତି ଯଥା—ଦୁର୍ଜନ ଲୋକକୁ ମୋର ଦଣ୍ଡବତ ବିଦେଶକୁ ଥରେ ଯାଇ ମୁଁ ଯେଉଁ କଷ୍ଟ ଭୋଗକରି ଆସିଅଛି, ବିଦେଶ ଯିବା କଥାକୁ ମୋର କୋଟି କୋଟି ଦଣ୍ଡବତ ବିଶେଷ ଭକ୍ତିଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ କୋଟି କୋଟି ଦଣ୍ଡବତ କରିବାର ବୋଲାଯାଇ ଥାଏ]