ଦଣ୍ଡା ଭଙ୍ଗା
ପଡ଼ିଆ, ଗୋଚର ଓ ଶ୍ମଶାନ ଆଦି ଭାଙ୍ଗି ଯେ ଚାଷ କରେ —Reclaiming a waste or village common.
ପରସ୍ତ୍ରିରୀ ହରଣ ଯେ ଦଣ୍ଡା ଭଙ୍ଗା ଚାଷୀ ପ୍ରାଚୀ ଶ୍ରୀ ଗୁରୁଭକ୍ତି ଗିତା
ପଡ଼ିଆ ବା ଦଣ୍ଡାକୁ କୃଷିଯୋଗ୍ୟ ଜମିରେ ପରିଣତ କରିବା —Reclamation of waste land.