ଦଣ୍ଡା ମୁଠା
(ଦଣ୍ଡାମୁଠି—ଅନ୍ୟରୂପ)
ଶଗଡ଼ର ଦଣ୍ଡାର ପଛଭାଗ ଯାହାକୁ ମୁଠାଦ୍ୱାରା ଧରି ଶଗଡ଼ର ଗତିକୁ ନିଯନ୍ତ୍ରିତ କରାଯାଏ — The handle of the poles of a cart (at the back) by holding which the motion of the cart is directed.