ଦଣ୍ଡିବା

ଉଇକିଅଭିଧାନ‌ରୁ

ଦଣ୍ଡିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦଣ୍ଡଧାତୁ)[ସମ୍ପାଦନା]

୧. ଦଣ୍ଡ ଦେବା — ୧. To punish.

ଦଣ୍ଡି ବା ଶକ୍ତି ଯାଇ ଥାଇ ସେ ପୁଣି କ୍ଷମା ଆଚରଇ ଜଗନ୍ନାଥ. ଭାଗବତ

୨. ବଳି ପଡ଼ିବା —୨. To exceed; to excel.

କନକ ଗିରିଶୃଙ୍ଗ ଶୋଭାକୁ ଦଣ୍ଡୁଛି କୃଷ୍ନସିଂହ. ମହାଭାରତ. ସଭା