ଧକଧକ ହେବା
Appearance
ଧକଧକ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧକଧକ ହେବା
|
ଦେଶଜ - ନ୍ତ୍ରି. (ସଂସ୍କୃତ - ଧଗଦ୍ଧଗତ୍)
[ସମ୍ପାଦନା]- ୧. ଆଲୁଅ ଉଜ୍ଜ୍ୱଳରୂପେ ଜଳିବା — ୧. To burn briskly or with a blaze.
- ୨. ତୀବ୍ରଭାବରେ ବିନ୍ଧିବା; ବେଦନା କରିବା —୨. To ache with a throbbling or shooting pain.