ଧନଞ୍ଜୟ ଭଞ୍ଜ

ଉଇକିଅଭିଧାନ‌ରୁ

ଧନଞ୍ଜୟ ଭଞ୍ଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଉପେନ୍ଦ୍ରଭଞ୍ଜଙ୍କ ପିତାମହ — Name of the grandfather of the Oria classical poet Upendrabhan̄ja.

[ଦ୍ରଷ୍ଟବ୍ୟ —ଏ ସପ୍ତଦଶ ଶତାଦ୍ଦିର ମଧ୍ୟଭାଗରେ ଜୀବିତ ଥିଲେ ଏ ରତ୍ନମଞ୍ଜରୀ କାବ୍ୟ ପ୍ରଣୟନ କରିଥିଲେ ଏହାଙ୍କ ରଚିତ କାବ୍ୟମାନଙ୍କ ମଧ୍ୟରେ ତ୍ରିପୁରସୁନ୍ଦରୀ 'ମଦନମଞ୍ଜରୀ', 'ଅନଙ୍ଗରେଖା' ଓ 'ଇଚ୍ଛାବତୀ' ପ୍ରଧାନ ତାରିଣୀ—ଉତ୍କ ସାହିତ୍ୟ ଇତିହାସ]