ଧନସ୍ଥାନ

ଉଇକିଅଭିଧାନ‌ରୁ

ଧନସ୍ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧନ+ସ୍ତାନ; ୬ଷଷ୍ଠୀ ତତ୍)[ସମ୍ପାଦନା]

(ଜ୍ୟୋତିଷ) ଜାତକରେ ଲଗ୍ନର ୨ୟ ସ୍ଥାନ — (astrology) The ୨nd place from one's natal sign in the horoscope.

[ଦ୍ରଷ୍ଟବ୍ୟ —ଜାତକର ଏହି ସ୍ଥାନରେ ଥିବା ରାଶି ବା ଗ୍ରହଦ୍ୱାରା ଉକ୍ତ ମନୁଷ୍ୟର ଜୀବନର ଧନ ସମ୍ୱନ୍ଧୀୟ ଶୁଭାଶୁଭ ଅନୁମତି ହୁଏ]