ଧନୁଷ୍କୋଟି

ଉଇକିଅଭିଧାନ‌ରୁ

ଧନୁଷ୍କୋଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+କୋଟି)[ସମ୍ପାଦନା]

୧. ଧନୁର ଅଗ୍ରଭାଗ — ୧. The horns or ends of a bow.
୨. (ନାମ) ରାମେଶ୍ୱରର ଦକ୍ଷିଣପୂର୍ବରେ ଥିବା ସମୁଦ୍ରସ୍ଥ ତୀର୍ଥବିଶେଷ —୨. Name of a holy bathing place near Rāmeṡwara (S India).