Jump to content

ନଅଖାଇ ପଣା

ଉଇକିଅଭିଧାନ‌ରୁ

ନଅଖାଇ ପଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ନବମ ଶୀତଳ; କୌଣସି ବ୍ୟକ୍ତିର ମୃତ୍ୟୁର ନବମ ଦିବସରେ ଜ୍ଞାତି— କୁଟୁମ୍ୱମାନଙ୍କୁ ଦିଆଯିବା ଜଳଖିଆ ସାମଗ୍ରୀ —Tiffin with which the kinsmen and relatives of a deceased person are fed on the ୯th day during the obsequies.