ନଅରିଆ

ଉଇକିଅଭିଧାନ‌ରୁ

ନଅରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ରାଜଭବନସମ୍ୱନ୍ଧୀୟ — ୧. Relating to the palace.
୨. ରାଜାଙ୍କ ଅନ୍ତଃପୁରସମ୍ୱନ୍ଧୀୟ — ୨. Relating to a king's harem.
୩. (ଏତେ) ସରିଆ — ୩. Having so many strings.