ନଉସନ୍ଧାଧିକ

ଉଇକିଅଭିଧାନ‌ରୁ

ନଉସନ୍ଧାଧିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଣ—(ଫାରାସୀ - ନବୀସିନ୍ଦାହ୍+ସଂସ୍କୃତ - ଅଧିକ)[ସମ୍ପାଦନା]

ଖୁବ୍ ନିପୁଣ; ଚତୁର; ପଟୁ —Very clever or skilful.

ନ କହିଲୁତ କନକ, ନଉସନ୍ଧାଧିକ, ଗଉରାଙ୍ଗୀ ଶୁଣି କି ବୋଇଲାରେ କବିସୂର୍ଯ୍ୟ. ରତ୍ନାକର ଚମ୍ପୁ.ଞ ଗୀତ

[ଦ୍ରଷ୍ଟବ୍ୟ —ଏ ପଦରେ କନକନିନ୍ଦାନଉସନ୍ଧାଧିକଗଉରାଙ୍ଗୀର ଅର୍ଥ ଯେଉଁ ନାଗରୀର ଅଙ୍ଗର ଗୌରବର୍ଣ୍ଣ କନକ ବା ସୁନା ନିନ୍ଦା କରିବାରେ ପଟୁ ଅଟେ, ଅର୍ଥାତ ଯେଉଁ ସ୍ତ୍ରୀ ଗୌରବର୍ଣ୍ଣରେ ସୁନାକୁ ନିନ୍ଦା କରୁଛି ବା ଜିଣିଛି ]