ନକସା କାଟିବା
ଦେଖଣା
ନକସା କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନକସା କାଟିବା
|
(ନକସା କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚିତ୍ର ଅଙ୍କନ କରିବା — ୧. To draw up a plan, a map or a design.
- (ଅଳଙ୍କାରକ ଆଦିରେ) ଲତା ପତ୍ର ଆଦି ଖୋଦନ କରିବା — ୨. To engrave artistic figures on ornaments.