ନକ୍ତମାଳ

ଉଇକିଅଭିଧାନ‌ରୁ

ନକ୍ତମାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନକ୍ତାହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନକ୍ତଂ=ରାତିରେ+ଆ+ଅଳ୍ ଧାତୁ=ଭୂଷିତ କରିବା+ଅ; ରାତିରେ ଫୁଲ ଫୁଟିବାରୁ)[ସମ୍ପାଦନା]

କରଞ୍ଜ ଗଛ — A kind of tree; Galidupa Arborea.