ନକ୍ତା
ନକ୍ତା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]
- ୧. ଈଶଲାଙ୍ଗଳୀ ଗଛ — ୧ A poisonous plant.
- ୨. କନିଅର ଗଛ — ୨. Thevetial Nerifloria tree.
- ୩. ହଳଦୀ (ହିନ୍ଦୀ - ଶ) —୩. Turmeric.
- ୪. ରାତ୍ରି (ହିନ୍ଦୀ - ଶ) —୪. Night.
ସଂସ୍କୃତ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]
ନକ୍ତର ସ୍ତ୍ରୀ ଲିଙ୍ଗ — Feminine of Nakta.