ନକ୍ତାନ୍ଧ
(ନକ୍ତାନ୍ଧା—ସ୍ତ୍ରୀ)
ନକ୍ତାନ୍ଧତା, ନକ୍ତାନ୍ଧ୍ୟବି
ଯାହାକୁ ରାତିରେ ବା ଅନ୍ଧାରରେ ଜାଲୁଜାଲୁଆ ଦିଶେ; ଅନ୍ଧାରକଣା; ରାତିକଣା —Moon-blind; (a person) who suffers from nyctalopia; blind by night.