ନଖଶିଖ
ନଖଶିଖ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ; ନଖ+ ଶିଖା)[ସମ୍ପାଦନା]
ପାଦର ନଖଠାରୁ ଶିଖା ପର୍ଯ୍ୟନ୍ତ; ଆପାଦମସ୍ତକ — From head to foot; from top to toe.
ସତ୍ୱାମୃତ ହୁଡ଼ି ହୁଅନ୍ତି ସକଳେ ନଖଶିଖ ଘାରି ରାଜସଗରଳେ ରାଧାନାଥ. ଦରବାର
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
ନଖଠାରୁ ଶିଖା ପର୍ଯ୍ୟନ୍ତ ସମସ୍ତ ଅଙ୍ଗ (ହିନ୍ଦୀ - ଶ) — All the limbs of the body from the head to the nails.