ପଇଆ ମାରିବା
ଦେଖଣା
ପଇଆ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଇଆ ମାରିବା
|
(ପଇଆ ଠେଲିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]ଶଗଡ଼ର ଚକ ପଙ୍କରେ ଲାଖି ଗଲେ ଓ ବଳଦ ଥକି ଗଲେ ଶଗଡ଼କୁ ଚଳାଇବା ନିମନ୍ତେ ଚକର ପରିଧିକୁ ହାତଦ୍ୱାରା ଠେଲିବା —To push on a cart by applying the hands to the wheel.