ପଇଠି ବୋଝ

ଉଇକିଅଭିଧାନ‌ରୁ

ପଇଠି ବୋଝ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଝିଅ ଶାଶୁଘରକୁ ଯିବାର ୧ ସପ୍ତାହ ମଧ୍ୟରେ ବାପଘରୁ ଝିଅର ଶାଶୁଘରକୁ ପଠାଯିବା ସଂଖୁଳା ବେଭାର (ଏଥିରେ ଗୋଟିଏ ପେଡ଼ିରେ ଅଳତା ଫରୁଆ, ସିନ୍ଦୁର, ହଳଦୀ ଆଦି ଦିଆଯାଏ ଓ ତହିଁ ସଙ୍ଗେ ଜାଇ, ବଡ଼ି, ପରିବା, ମିଷ୍ଟାନ୍ନ ଆଦି ଦ୍ରବ୍ୟ ମଧ୍ୟ ପଠାଯାଏ) —A tray basket of presents sent to a daughter by her father within the first week of her going to her husband's house for the ୧st time.