ପଇସା କାଢୁଆ
ଦେଖଣା
ପଇସା କାଢୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଇସା କାଢୁଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯେ ଅକୁଣ୍ଠିତ ଭାବରେ ଧନ ବ୍ୟୟକରେ — Spending money without murmur.
ବିଶେଷ୍ୟ -
[ସମ୍ପାଦନା]କାମ କରିବା ପାଇଁ ଆଣିବା ଆଗତୁରା ମୂଲ ବା କୌଣସି ଦ୍ରବ୍ୟ ବିକିବା ପାଇଁ ଆଣିବା ଆଗତୁରା ମୂଲ — Maoney taken in advance towards one's wages or towards the price of things to be sold.