ପଇସା ଧାଉଡ଼ି

ଉଇକିଅଭିଧାନ‌ରୁ

ପଇସା ଧାଉଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପଇସା ସୁଅ, ପଇସାବୁହା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅପବ୍ୟୟ —୧. Extravagant expenditure (Howells).
୨. ଖର୍ଚ୍ଚର ସ୍ରୋତ —୨. A flow of expenditure; sucessive expenditures.