ପକ୍ଷିରା
ପକ୍ଷିରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ପକ୍ଷ; ପକ୍ଷ ପରି ପତଳା ହେବା ଯୋଗୁଁ)[ସମ୍ପାଦନା]
ଜୀର୍ଣ୍ଣ ଶୀର୍ଣ୍ଣ (କବାଟ, ଢଙ୍କି ଆଦି) — Worn out and emaciated.
(ଯଥା—କବାଟଟି ପକ୍ଷିରା ହୋଇ ଗଲାଣି)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା — The state of being worn out.
(ଯଥା—ଏ କବାଟକୁ ପକ୍ଷିରା ବାଧିଗଲାଣି)