Jump to content

ପଖାଳିବା

ଉଇକିଅଭିଧାନ‌ରୁ

ପଖାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ରକ୍ଷାଳନ)

[ସମ୍ପାଦନା]
୧. ଧୋଇବା; ପ୍ରକ୍ଷାଳନ କରିବା —୧. To wash.

କରି ତ୍ରିଫଳା ଜଳେ ମୁଖ ପଖାଳି ଦୀନକୃଷ୍ଣ ରସକଲ୍ଲୋଳ

୨. ତବତଭାତରେ ପାଣି ପୂରାଇବା —୨. To moisten boiled rice with water.