ଫଗୁଣ

ଉଇକିଅଭିଧାନ‌ରୁ

ଫଗୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫାଲ୍ଗୁନ)[ସମ୍ପାଦନା]

ମାଘର ପରବର୍ତ୍ତୀ ଓ ଚୈତ୍ରର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ; ଫାଲ୍ଗୁନ ମାସ —The month of Phālguna.

[ ଦ୍ର—ଏ ମାସର ପୂର୍ଣ୍ଣମୀ ଦିନ ଚଦ୍ର ପୂର୍ବଫାଲ୍ଗୁନୀ ନକ୍ଷତ୍ରରେ ଥାଆନ୍ତି ଏ ମାସର ପୂର୍ଣ୍ଣମୀରେ ଦୋଳାଯାତ୍ରା ହୁଏ, ଏହି ମାସର କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ଯାଗର ଯାତ୍ରା ହୁଏ ]