ଫଟ୍ ଫଟ୍

ଉଇକିଅଭିଧାନ‌ରୁ

ଫଟ୍ ଫଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫଟର ଫଟର, ଫଟା ଫଟ୍ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ.[ସମ୍ପାଦନା]

୧. ଛୋଟ କାଠ ଭାଙ୍ଗିବାର ଶବ୍ଦ — ୧. Popping or cracking sound.
୨. କୌଣସି ପଦାର୍ଥ ଫାଟି ଯିବାର ଶବ୍ଦ — ୨. Bursting sound.

ମୂଳି ବାଉଁଶ ଗୁଡ଼ାକ ଫଟ୍ ଫଟ୍ କରି ଫୁଟୁ ଅଛି ଫକୀରମୋହନ ଛମାଣ. ଆଠଗୁଣ୍ଠ

୩. ଚଟି ଯୋତା ବା କଠଉ ମାଡ଼ିଲେ ତାହାର ତଳିରେ ଗୋଡର ତଳିପା ଥରକୁ ଥର ଯେଉଁ ଶବ୍ଦ ହୁଏ — ୩. Popping sound produced by the hell coming in contact with the sole of the slipper.