ଫନ୍ଦେଇବା
ଫନ୍ଦେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି.[ସମ୍ପାଦନା]
- ୧. ସଂଯୁକ୍ତ କରିବା — ୧. To join together.
- ୨. ନିୟୋଜିତ କରିବା — ୧. To engage.
- ୩. ଫାନ୍ଦି କରି କଥା କହିବା; କଥାକୁ ଯୋଡ଼ାଯୋଡ଼ିକରି ବିଶ୍ୱାସଯୋଗ୍ୟ କରି କହିବା —୩. To speak a matter in such manner that it will be believed or it will seem probable.
- ୪. ମଙ୍ଗାଇବା —୪. To make one agree to.
ଫେଇ ଦିଅନ୍ତି କଣ୍ଠୁ ଏ ମଣି ହାର ଫନ୍ଦାଇ ପାରିବ କି କବି ମିହିର କବିସୂର୍ଯ୍ୟ. ରତ୍ନାକର ଚମ୍ପୂ
- ୫. ଭୁଲାଇବା —୫. To inveigle.
ଫନ୍ଦାଇ ନାନା ବିନୟେ କହି ହନ୍ତେ ତୃଣ ଧରିବାର ଗଲା କବିସୂର୍ଯ୍ୟ. କିଶୋରୀଚମ୍ପୁ. ଫ. ଗୀତ