ଫରଦ
ଦେଖଣା
ଫରଦ
ଉଚ୍ଚାରଣ
[ସମ୍ପାଦନା]ଫର୍ଦ୍ଦ, ଫର୍ଦଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫର୍ଦ=ଏକ ସଂଖ୍ୟା)
[ସମ୍ପାଦନା]- ୧. କାଗଜ ବା ଲୁଗାର ଏକ ଖଣ୍ଡ — ୧. A piece or standard sheet of cloth or paper.
[ଦ୍ରଷ୍ଟବ୍ୟ —୨୫: ଫରଦ କାଗଜରେ ୧ଦସ୍ତା ଓ ୨ ଦିସ୍ତାରେ ୧ରିମ୍ ହୁଏ, ଏକଖଣ୍ଡ ସାଲକୁ ମଧ୍ୟ ଏକ ଫରଦ ସାଇ ବୋଲାଯାଏ]
- ୨. ଢାଲିକା —୨. List; inventory; catalogue.
ଏ ଦରବାରର ଆସନ ଫରଦ ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ ରାଧାନାଥ, ଦରବାର