ଫରମାସ କରିବା
ଫରମାସ କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଫରମାସିବା, ଫରମାସ ଦେବାଅନ୍ୟରୂପ
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ବରାଦ କରିବା; କୌଣସି ଦ୍ରବ୍ୟ ପାଇଁ ବିଶେଷ ଆଦେଶ ଦେବା — ୧. To order a special thing.
- ୨. ବିବେଚିତ କରିବା; ବିଚାର କରିବା —୨. To consider.
ରେ କିଶୋରୀ ! ଫରମାସ ମନେ ମନେ କବିସୂର୍ଯ୍ୟ. କିଶୋରୀଚମ୍ପୂଫ, ଗୀତ
- ୩. ଆଦେଶ କରିବା —୩. To order.