ବଂଶ ହୀନ

ଉଇକିଅଭିଧାନ‌ରୁ

ବଂଶ ହୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଂଶବିହୀନ, ବଂଶରହିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ବଂଶ+ହୀନ)[ସମ୍ପାଦନା]

ନିର୍ବଂଶ; ଯାହା ବଂଶରେ କେହି ସନ୍ତାନ ନ ଥାନ୍ତି — Issueless; without posterity.