ବଇଦ

ଉଇକିଅଭିଧାନ‌ରୁ

ବଇଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବଇଦ୍ୟ—ଅନ୍ୟରୂପ)

ବିଇଦିଆଣୀ, ବଇଦାଣୀସ୍ତ୍ରୀ

(ବଇଦି—ଅନ୍ୟରୂପ)

(ବଇଦା—ଅନାଦରାର୍ଥକ)

ଗ୍ରାମ୍ୟ - ବିଶେଷ୍ୟ - ପୁଂ—(ସଂସ୍କୃତ - ବୈଦ୍ୟ)[ସମ୍ପାଦନା]

୧. ବୈଦ୍ୟ; ଚିକିତ୍ସକ — ୧. Physician.

ମଳୁ ଖୋଜୁଥିଲା କାକର ପାଣି ବଇଦ ବୋଇଲା ପି ତୋଡ଼ାଣି ଢଗ

୨. (ଅଦାରାର୍ଥକ) ବୈଦ୍ୟନାଥ ନାମକ ଡାକନାମ —୨. Name by which a person named 'B&aline;i̱dyanātha' is called.