ବଇନି କରିବା

ଉଇକିଅଭିଧାନ‌ରୁ

ବଇନି କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଦିନ ମଧ୍ୟରେ ସର୍ବପ୍ରଥମେ ଦୋକାନରୁ ପଣ୍ୟ ବିକ୍ରି କରିବା —୧. To sell the first thing for the day; to make the first sale of commodities in a shop for the day.
୨. ଦୋକାନରେ ପଣ୍ୟ ଦ୍ରବ୍ୟର ଦୈନିକ ବିକ୍ରିର ଆରମ୍ଭରେ ସର୍ବପ୍ରଥମେ ବିକ୍ରୀତ ଦ୍ରବ୍ୟର ନଗଦ ମୂଲ୍ୟ ଗ୍ରହମ କରିବା — ୨. To make the first sale of a commodity from a shop by taking cash for it.