ବଇରାଗୀ

ଉଇକିଅଭିଧାନ‌ରୁ

ବଇରାଗୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବୈରାଗିଆଣୀ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ବୈରାଗୀ; ବିରାଗୀ)[ସମ୍ପାଦନା]

ବୈରାଗୀ (ଦେଖ) - B&aline;i̱rāgī (See)

ଜୀଇଁବି ହେ କୃଷ୍ଣ ହୋଇଣ ବଇରାଗୀ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

[ଦ୍ରଷ୍ଟବ୍ୟ —ବଇରାଗୀ ଶବ୍ଦ ପରେ ବିଷମ ଶବ୍ଦ ଓ ପୂର୍ବେ ବାବାଜି ଶବ୍ଦ ସହଚରରୂପେ ବ୍ୟବହୃତ ହୁଏ]