Jump to content

ବକିବା

ଉଇକିଅଭିଧାନ‌ରୁ

ବକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବଚ୍ ଧାତୁ; ବୁକ୍କ ଧାତୁ=କହିବା)

[ସମ୍ପାଦନା]
୧. ଗାଳି ଦେବା —୧. To rebuke.

ଗୋପ ନନ୍ଦନେ ବାଦ ବଚନେ ଏକ ଆରକେ ବକି ଭକ୍ତଚରଣ, ମଥୁରାମଙ୍ଗଳ

୨. ଅନେକ ସମୟଯାଏ ଗପିବା — ୨. To talk for a long time.
୩. ପାଗଳପରି ପ୍ରଳାପ କରିବା — ୩. To talk incoherently; to prattle.