ବକ୍ର ଗତି
ଦେଖଣା
ବକ୍ର ଗତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ଗତି)
[ସମ୍ପାଦନା]- ୧. ସାପପରି ମୋଡ଼ି ମୋଡ଼ି ହୋଇ ଚାଲିବା —୧. Tortuous movement; curwved motion.
- ୨. (ବହୁବ୍ରୀହି) ସର୍ପ; ସାପ —୨. Serpent.
- ୩. ଖଳ ବ୍ୟକ୍ତି —୩. A wicked person.
- ୪. ଶଠ ବ୍ୟକ୍ତି —୪. A crooked person's a cheat; a swindler; a crook.
ବିଶେଷଣ -
[ସମ୍ପାଦନା]- ୧. ବଙ୍କା ହୋଇ ଗତି କରୁଥିବା — ୧. Moving tortuously.
- ୨. କୁଚକ୍ରୀ; ଶଠ —୨. Crooked; fraudulent.