ବକ୍ରତୁଣ୍ଡ

ଉଇକିଅଭିଧାନ‌ରୁ

ବକ୍ରତୁଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକ୍ରତୁଣ୍ଡା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବକ୍ର+ତୁଣ୍ଡ)[ସମ୍ପାଦନା]

ଯାହା ପାଟି ବଙ୍କା; ବଙ୍କାମୁହାଁ —Having a curved or bent mouth.

ବିଶେଷ୍ୟ -[ସମ୍ପାଦନା]

୧. ଶୁକପକ୍ଷୀ; ଶୁଆ —୧. Parrot.
୨. ଗଣେଷ —୨. Gaṇeṡa.