ଭଉଁରି ଖେଳିବା
ଭଉଁରି ଖେଳିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଭଉଁରି ଖେଳିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଚକ୍ରଭୁମିରୂପ ଜଳକ୍ରୀଡ଼ା କରିବା; ଜଳରେ ଡ଼ଙ୍ଗାକୁ ଚକ୍ରଗତି କରାଇ କ୍ରୀଡ଼ା କରିବା —୧. To move a boat in water in a circle in a sportive mood
- ୨. ଜଳରେ ଛୋଟ ଭଉଁରୀ ସୃଷ୍ଟି କରିବା —୨. To produce small whorls in the current of water.