ଭକ୍ତୋପସାଧକ

ଉଇକିଅଭିଧାନ‌ରୁ

ଭକ୍ତୋପସାଧକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭକ୍ତୋପସାଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ୍; ଭକ୍ତ+ଉପସାଧକ)[ସମ୍ପାଦନା]

୧. ପାଚକ; ରୋଷେୟା (ହିନ୍ଦୀ - ଶ.) — ୧. Cook.
୨. ପରିବେଶକ (ହିନ୍ଦୀ - ଶ.) —୨. One who serves food; a waiter at table.