ଭଗ୍ନ ଦେହ

ଉଇକିଅଭିଧାନ‌ରୁ

ଭଗ୍ନ ଦେହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଗ୍ନସ୍ୱାସ୍ଥ୍ୟ—ଅନ୍ୟରୂପ)

(ଭଗ୍ନଦେହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)[ସମ୍ପାଦନା]

୧. ଯାହାର ସ୍ୱାସ୍ଥ୍ୟ ନଷ୍ଟ ହୋଇଅଛି —୧. Of shattered health
୨. ରୁଗ୍ନ ଶରୀର —୨. Invalid; of delicate or impaired health.