ଭଗ୍ନ ପାଦ

ଉଇକିଅଭିଧାନ‌ରୁ

ଭଗ୍ନ ପାଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)[ସମ୍ପାଦନା]

ଯାହାର ଗୋଡ଼ ଭାଙ୍ଗି ଯାଇଅଛି — Crippled; having a broken leg.

ବି—(ଜ୍ୟୋତିଷ)[ସମ୍ପାଦନା]

୧. ଅନ୍ୟ ରାଶି ସହିତ ସଂଯୁକ୍ତ ନକ୍ଷତ୍ର ବିଶେଷ —୧. An asterism joined to a strange sign of the zodiac.
୨. ଫଳିତ ଜ୍ୟୋତିଷ ଅନୁସାରେ ପୁନର୍ବସୁ, ଉତ୍ତରଷାଢ଼ା କୃତ୍ତିକକା, ଉତ୍ତର ଫାଲ୍ଗୁନୀ, ପୂର୍ବଭାଦ୍ରପଦ ଓ ବିଶାଖା ନକ୍ଷତ୍ର — ୨. The ୭th, ୨୧st, ୩rd ୧୨th, ୨୫th andd ୧୬th asterisms.

[ଦ୍ରଷ୍ଟବ୍ୟ —ଏ ଛଅଟି ନକ୍ଷତ୍ର ମଧ୍ୟରୁ କୌଣସି ନକ୍ଷତ୍ରରେ ମୃତ ବ୍ୟକ୍ତିକକୁ ଫଳିତ ଜ୍ୟୋତିଷ,— ମତରେ ଦ୍ୱିପାଦ ଦୋଷ ଲାଗେ ଓ ଅଶୌଚ କାଳ ମଧ୍ୟରେ ଦାନାଦିଦ୍ୱାରା ଏ ଶାନ୍ତି କରାଯିବା ବିହିତ— ହିନ୍ଦୀ - ଶବ୍ଦସାଗର]