ଭଜନ
ଦେଖଣା
ଭଜନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଦେବାଦିଙ୍କର ସ୍ତୁତି ଗାନ ବା ମହିମା କୀର୍ତ୍ତନ ବା ନାମକୀର୍ତ୍ତନ — ୧. Reciting the praise of gods or deities; repeatedly reciting the name of the worshipped deity.
- ୨. ଆରାଧନା; ଉପାସନା — ୨. Praying.
- ୩. ସେବା —୩. Serving; service; atendance.
- ୪. ଅର୍ଚ୍ଚନ, ପୂଜା — ୪. Worship; adoration.
- ୫. ଆଶ୍ରୟଗ୍ରହଣ — ୫. Taking shelter under.
- ୬. ଆତ୍ମ ସମର୍ପଣ —୬. Yielding one;s self up to; surrendering one's self.
- ୭. ବାରଂବାର କୌଣସି ବ୍ୟକ୍ତିଙ୍କ ନାମସ୍ମରଣ —୭. Recalling and repeating the name of a person.
- ୮. ଭାଗ କରିବା —୮. Dividing.
- ୯. (+କର୍ମ, ଅନ) ଭାଗ —୯. Share; allotment.
- ୧. (+ଅଧି— କରଣ ଅନ) ଦେବତାଙ୍କ ସ୍ତବ; ସ୍ତୁତି, ସ୍ତୋତ୍ର —୧୦. Hymn
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୋକଙ୍କ ନାମ —Name given to persons.