ମଇପୀ ସୁଆଗ
ଦେଖଣା
ମଇପୀ ସୁଆଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଇପୀ ସୁଆଗ
|
=== ଗ୍ରାମ୍ୟ - ବିଶେଷ୍ୟ -
- ୧. ନିଦର ସ୍ତ୍ରୀ ପ୍ରତି ଅଯଥା ବା ଅତିରିକ୍ତ ଆଦର —୧. Undue or excessive fondness for or doting on one's wife.
- ୨. ନିଜର ସ୍ୱାମୀ ପ୍ରତି ଅତିରିକ୍ତ ଆଦର — ୨. Excessive fondness for one's husband.