ମଇରୀ ପରି ଗଡ଼ିବା
ଦେଖଣା
ମଇରୀ ପରି ଗଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଇରୀ ପରି ଗଡ଼ିବା
|
ମଇରୀ ଭଳିଆ ଗଡ଼ିବା, ମଇରୀ ଭଳିଆ ହେବା—ଅନ୍ୟରୂପ
ଦେଶଜ - କ୍ରି—(ସଂସ୍କୃତ - ମହୀ+ଓ. ଗଡ଼ିବା)
[ସମ୍ପାଦନା]ଶାରୀରିକ ଯନ୍ତ୍ରଣା ଛଟପଟ ହୋଇ ଭୂମିରେ ଲୋଟିବା (କବନ୍ଧ ପରି) — To rool or wallow on the ground in extreme agony or pain.