ମଉଛୁବ
ଦେଖଣା
ମଉଛୁବ
ଉଚ୍ଚାରଣ
[ସମ୍ପାଦନା](ମଉଛା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂ ମହୋତ୍ସବ; ପ୍ରା, ମହୋଚ୍ଛବ)
[ସମ୍ପାଦନା]- ୧. ମହୋତ୍ସବ —୧. A great festival.
- ୨. ବଡ଼ ଭୋଜୀ —୨. A great feast.
(ଉ— ଗୋଟାଏ ଘରେ ମେଳା ମଉଛୁବରେ ପିଠା ଖଜା ତିଆରି ହୁଏ ଫକୀରମୋହନ. ଗଳ୍ପସ୍ୱଳ୍ପ)
- ୩. ମଠର ମହନ୍ତ ଆଦିଙ୍କ ଶ୍ରାଦ୍ଧ ଉପଲକ୍ଷରେ ବୈଷ୍ଣବମାନଙ୍କୁ ଦିଆଯିବା ଭୋଜୀ —୩. A feast given to B&aline;i̱shṇabas on the anniversary of the death of a Mahanta.