ମଉଡ଼ ଘର

ଉଇକିଅଭିଧାନ‌ରୁ

ମଉଡ଼ ଘର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଉଡ଼ମରା ଘର—ଅନ୍ୟରୂପ)

[ନାଚାଳିଆ ଘର—ବିପରୀତ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବଙ୍ଗଲାଘର; ଯେଉଁ ଘରର ଚାଳ ଚତୁଷ୍କୋଣ; ଯେଉଁ ଘରର ଚାରିପାଖେ ୪ଟି ତ୍ରିକୋଣ ଚାଳ ଥାଏ —A house with a pyramidal thatch.