ମଉନମୁହାଁ
ମଉନମୁହାଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ମଉନ[ନୁ]ମୁହୀଁ—ସ୍ତ୍ରୀ)
ଅନୁବାଦ[ସମ୍ପାଦନା]
ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ବ୍ୟଙ୍ଗ୍ୟ) (ସଂସ୍କୃତ - ମୌନମୁଖ)[ସମ୍ପାଦନା]
ମୌନାବ— ଲମ୍ୱୀ; ଚୁପ୍ସଇତାନ —(ironical) Silent; taciturn to all appearances but scheming.
[ଉ—ମଉନମୁହୀଁର ଅପାର ଗୁଣ ଢଗ]
[ଦ୍ରଷ୍ଟବ୍ୟ —ମଉନମୁହାଁମାନେ ଭାରି କପଟୀ ବା ଚୂପ୍— ସଇତାନ ବୋଲି ଲୋକପ୍ରସିଦ୍ଧ ଅଛି]