Jump to content

ମଉନମୁହାଁ

ଉଇକିଅଭିଧାନ‌ରୁ

ମଉନମୁହାଁ

ଉଚ୍ଚାରଣ

[ସମ୍ପାଦନା]
(ମଉନ[ନୁ]ମୁହୀଁ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ବ୍ୟଙ୍ଗ୍ୟ) (ସଂସ୍କୃତ - ମୌନମୁଖ)

[ସମ୍ପାଦନା]

ମୌନାବ— ଲମ୍ୱୀ; ଚୁପ୍ସଇତାନ —(ironical) Silent; taciturn to all appearances but scheming.

[ଉ—ମଉନମୁହୀଁର ଅପାର ଗୁଣ ଢଗ]

[ଦ୍ରଷ୍ଟବ୍ୟ —ମଉନମୁହାଁମାନେ ଭାରି କପଟୀ ବା ଚୂପ୍— ସଇତାନ ବୋଲି ଲୋକପ୍ରସିଦ୍ଧ ଅଛି]