ମଉଳିବା
ଦେଖଣା
ମଉଳିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଉଳିବା
|
ଦେଶଜ - କ୍ରି. (ସଂସ୍କୃତ - ମ୍ଳୈ ଧାତୁ=ମ୍ଳାନ ହେବା)
[ସମ୍ପାଦନା]- ୧. ମ୍ଳାନ ହେବା —୧. To become pale.
(ଉ—କେଡ଼େ ସୁକୁମାର ବସ୍ତୁ ସତେ ଅବା ମଉଳିଯିବ ପରଶେ ରାଧାନାଥ. ପାର୍ବତୀ)
- ୨. ଝାଉଁଲି ଯିବା —୨. To wither.
(ଉ—ଏକମାତ୍ର ପାରିଜାତ ଭାରତନନ୍ଦକୁ ପଡ଼ିଲା ମଉଳି ଝଡ଼ି ଚିନ୍ତାମଣି ବିକ୍ରମାଦିତ୍ୟ)
- ୩. ନିସ୍ତେଜ ହେବା —୩. To be shorn of lustre.
- ୪. ଗର୍ବ ବା କ୍ରୋଧ ତ୍ୟାଗ କରି ନତ ହେବା; ନମ୍ର ହେବା — ୪. To climb down; to become crestfallen.
- ୫. (ସଭା ଆଦି) ଭାଙ୍ଗିଯିବା —୫. To disperse (said of an assembly or meeting).