ମଏଣ

ଉଇକିଅଭିଧାନ‌ରୁ

ମଏଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦନ)[ସମ୍ପାଦନା]

୧. ଏକ ପ୍ରକାର କଣ୍ଟାକୀ କ୍ଷୁପ —୧. A medicinal bushy plant; the Bushy Gaṟḍ̠enia; Randia Dumetroum.

[ଦ୍ରଷ୍ଟବ୍ୟ —ଏହା ଆଛୁଆଦି ବର୍ଗର ବନ୍ୟ କ୍ଷୁପ ଶୁଖିଲା ପଡ଼ିଆରେ ଏହି ଗଛ ଉଠେ ଗଛରେ ସିଧା ସିଧାଲମ୍ୱ କଣ୍ଟା ଥାଏ ଏହାର ଫୁଲ ଛୋଟ, ଧଳା ଓ ପଞ୍ଚଦଳ ବିଶିଷ୍ଟ; ଫଳ ପିଣ୍ଡାକାର ଫୁଲ ଓ ଫଳ ଔଷଧରେ ବ୍ୟବହୃତ ହୁଏ; ଏହା ବିଦ୍ରଧି, ବ୍ରଣ, କୁଷ୍ଠ, କଫ, ଆନାହ, ଶୋଥ ଓ ଗୁଳ୍ମ ବ୍ରଣ ନାଶକ]

୨. ଏକ ଜାତୀୟ ବଡ଼ ବନ୍ୟ ଗଛ; ମହା ପିଣ୍ଡୀତକ —Randia Longispina.