ମକମକ

ଉଇକିଅଭିଧାନ‌ରୁ

ମକମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ବେଙ୍ଗର ଡ଼ାକ — ୧. The croaking of frogs.
୨. ବର୍ଷାଋତୁରେ ଶାମୁକାମାନଙ୍କର (କଳ୍ପିତ) ଧ୍ୱନି — ୨. The imaginary sound produced by oysters during the rains.

[ଉ—ଶାମୁକ କାମୁକଙ୍କ ହୃଦରେ ଚମକ, ଥୋଇଲା କାଳ ଜାଣି ବୋଲି ମକ ମକ କୃଷ୍ଣସିଂହ. ମହାଭାରତ. ବନ]

୩. ସ୍ତ୍ରୀ ଲୋକମାନଙ୍କର କାମୋଦ୍ଦୀପନା ସୂଚକ ହାବଭାବ ବା ଚେଷ୍ଟା —୩. The external indications of amorous women; flirting of amorous women.
୪. ବାବଦୁକ ବ୍ୟକ୍ତିର କହିବାକୁ ସୁବିଧା ନ ମିଳିବା ଯୋଗୁଁ ଅସ୍ଥିରତା ପ୍ରକାଶ —୪. Exhibition of restlessness by a talkative person when he does not get an oppetrtunity to speak.
୫. ବିରହାତୁର ବ୍ୟକ୍ତିର କାମଚେଷ୍ଟା ଓ ଅସ୍ଥିରତା —୫. External indications and restlessness of a separated lover.